କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରି୍ୱାଲ ସରକାରରେ ବଡ ଅଦଳବଦଳ ହୋଇଛି । ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନକୁ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି । ଉପରାଜ୍ୟପାଳଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ବର୍ତ୍ତମାନ ଅର୍ଥ ଏବଂ ରାଜସ୍ୱ ବିଭାଗର ଦାୟିତ୍ୱ ସମ୍ଭାଳିବେ । ପୂର୍ବରୁ ତାଙ୍କ ପାଖରେ ଅନେକ ମନ୍ତ୍ରାଳୟର ଦାୟିତ୍ୱ ଥିବା ବେଳେ ସେ ଏହି ଦୁଇ ବିଭାଗର ଦାୟିତ୍ୱ ସମ୍ଭାଳିବେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us