କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରି୍ୱାଲ ସରକାରରେ ବଡ ଅଦଳବଦଳ ହୋଇଛି । ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନକୁ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି । ଉପରାଜ୍ୟପାଳଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ବର୍ତ୍ତମାନ ଅର୍ଥ ଏବଂ ରାଜସ୍ୱ ବିଭାଗର ଦାୟିତ୍ୱ ସମ୍ଭାଳିବେ । ପୂର୍ବରୁ ତାଙ୍କ ପାଖରେ ଅନେକ ମନ୍ତ୍ରାଳୟର ଦାୟିତ୍ୱ ଥିବା ବେଳେ ସେ ଏହି ଦୁଇ ବିଭାଗର ଦାୟିତ୍ୱ ସମ୍ଭାଳିବେ ।
କେଜ୍ରିୱାଲ କ୍ୟାବିନେଟରେ ବଡ ଅଦଳବଦଳ। ଆତିଶିଙ୍କୁ ଅର୍ଥ ଏବଂ ରାଜସ୍ୱ ବିଭାଗର ଦାୟିତ୍ୱ
/kanak/media/post_attachments/wp-content/uploads/2023/06/atasiahaha.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)