ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ : ଉତ୍ତରାଖଣ୍ଡ ଚମୋଲିରେ କଲେ ଶସ୍ତ୍ର ପୂଜା

Advertisment
ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ : ଉତ୍ତରାଖଣ୍ଡ ଚମୋଲିରେ କଲେ ଶସ୍ତ୍ର ପୂଜା

କନକ ବ୍ୟୁରୋ : ଯବାନଙ୍କ ସହ ବିଜୟା ଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାରତ-ଚୀନ୍ ବର୍ଡରରେ ଥିବା ଯବାନଙ୍କ ସହ ଦଶହରା ମନାଇଛନ୍ତି । ବିଜୟା ଦଶମୀ ଅବସରରେ ଉତ୍ତରାଖଣ୍ଡର ଚମୋଲିରେ ରାଜନାଥ ସିଂହ ପହଞ୍ଚିଥିଲେ ।

ସେଠାରେ ଶସ୍ତ୍ର ପୂଜା କରିଥିଲେ । ଯବାନଙ୍କୁ ମିଠା ବାଣ୍ଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏହା ପରେ ଯବାନଙ୍କ ସହ କିଛି ସମୟ କଥା ହୋଇ ସେମାନଙ୍କ ମନୋବଳ ବଢାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe