କନକ ବ୍ୟୁରୋ : ଯବାନଙ୍କ ସହ ବିଜୟା ଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାରତ-ଚୀନ୍ ବର୍ଡରରେ ଥିବା ଯବାନଙ୍କ ସହ ଦଶହରା ମନାଇଛନ୍ତି । ବିଜୟା ଦଶମୀ ଅବସରରେ ଉତ୍ତରାଖଣ୍ଡର ଚମୋଲିରେ ରାଜନାଥ ସିଂହ ପହଞ୍ଚିଥିଲେ ।
ସେଠାରେ ଶସ୍ତ୍ର ପୂଜା କରିଥିଲେ । ଯବାନଙ୍କୁ ମିଠା ବାଣ୍ଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏହା ପରେ ଯବାନଙ୍କ ସହ କିଛି ସମୟ କଥା ହୋଇ ସେମାନଙ୍କ ମନୋବଳ ବଢାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Rajnath_shastra_2__1664943495309_1664943520702_1664943520702.jpg)