କ୍ୟାଟ୍ରିନା କୈଫଙ୍କୁ ମାତ୍ ଦେଲେ ଦୀପିକା ! ହଲିଉଡ ବିଜ୍ଞାପନର ଆମ୍ବାସାଡର ହେବେ ଦୀପିକା

କ୍ୟାଟ୍ରିନା କୈଫଙ୍କୁ ମାତ୍ ଦେଲେ ଦୀପିକା ! ହଲିଉଡ ବିଜ୍ଞାପନର ଆମ୍ବାସାଡର ହେବେ ଦୀପିକା

source: news18.com

ସିନେମା ପରେ ଏବେ ହଲିଉଡ ବିଜ୍ଞାପନରେ କ୍ୟାଟ୍ରିନା କୈଫଙ୍କୁ ପଛରେ ପକାଇଲେ ଡିମ୍ପଲ ସୁନ୍ଦରୀ ଦୀପିକା ପାଦୁକୋନ । ନିକଟରେ ଏକ କସମେଟିକ ତଥା ମହିଳାଙ୍କ ପ୍ରସାଧାନ ସାମଗ୍ରୀ ଉପରେ ପର୍ଯ୍ୟବେଶିତ ବିଜ୍ଞାପନର ଆମ୍ବାସାଡର ପାଇଁ ପ୍ରଥମେ କ୍ୟାଟ୍ରିନାଙ୍କ ନାଁ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ସେହି ଅଫରଟିକୁ ହାତେଇଛନ୍ତି ଦୀପିକା ।

ତେବେ ଆସନ୍ତା ସପ୍ତାହରେ ବିଜ୍ଞାପନର ସୁଟିଂ ପାଇଁ ଦୀପିକା ଲଣ୍ଡନ ଯିବେ ବୋଲି ସୂଚନା ମିଳିଛି । ପ୍ରଥମେ ହଲିଉଡ ଶୋ ଓ ସିନେମା ପରେ ଏବେ ଦୀପିକା ବିଜ୍ଞାପନ ଜଗତରେ ପାଦ ଦେଇ ବେଶ ଚର୍ଚ୍ଚା ସାଉଟିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe