ଅଭିନେତ୍ରୀ ଦୀପିକା ପାଦୁକୋନ୍ ଘରୋଇ ଏୟାରଲାଇନ୍ସ ଭିସ୍ତାରାର ବ୍ରାଣ୍ଡ ଆମ୍ବାସାଡର୍ ଭାବରେ ଯୋଗ ଦେଇଛନ୍ତି। କୈାଣସି ଏକ ଘରୋଇ ଏୟାରଲାଇନ୍ସର ବ୍ରାଣ୍ଡ ଆମ୍ବାସାଡର ଭାବରେ ଯୋଗଦେବା କ୍ଷେତ୍ରରେ ଦୀପିକା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ । ଗ୍ରାହକ ସୁବିଧା କ୍ଷେତ୍ରରେ ଭିସ୍ତାରାର ସୁନାମ ରହିଛି , ଓ ଏଥିରେ ଦୀପିକାଙ୍କ ଯୋଗଦାନ ଏହାର ବ୍ରାଣ୍ଡ ମୂଲ୍ୟ ବଢାଇବାରେ ସହାୟକ ହେବବୋଲି କମ୍ପାନୀ ଆଶାପ୍ରକାଶ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us