ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାପି ସର୍ଖେଲଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆଯାଇଛି । ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଏପରି ଅଭିଯୋଗ ଆଣିଛନ୍ତି ବାପି ସର୍ଖେଲଙ୍କ ପତ୍ନୀ ଦୀପା ସର୍ଖେଲ । ଏହାସହ ସଂଗଠନ ଚାହିଁଲେ ପାରାଦୀପରୁ ମୁଁ ନିର୍ବାଚନ ଲଢିବାକୁ ମୁଁ ଲଢିବି ବୋଲି ଦୀପା ସର୍ଖେଲ କହିଛନ୍ତି । ଆଜି ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଭେଟିବା ପାଇଁ କଂଗ୍ରେସ ଭବନରେ ପହଂଚିଥିଲେ । ତେବେ ବୈଠକରେ ବ୍ୟସ୍ତତା କାରଣରୁ ଦୀପାଙ୍କୁ ଭେଟିନାହାନ୍ତି ପ୍ରସାଦ । ଦୀପା ସର୍ଖେଲଙ୍କ ପ୍ରତିକ୍ରିୟା ଦେଖନ୍ତୁ ଏହି ଭିଡିଓରେ :

Advertisment