କନକ ବ୍ୟୁରୋ : ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷ ଜୁଲାଇରୁ ହେବାର ଥିଲା । ବର୍ତ୍ତମାନ ପରିସ୍ଥିତି ଦେଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମତାମତ ପାଇଁ ପଠାଯାଇଛି । ଏଯାଏ ପରୀକ୍ଷା ପାଇଁ କିଛିି ନିଷ୍ପତ୍ତି ନିଆଯାଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ଅନଲାଇନ ପାଠପଢାରେ ୬୦ ଳକ୍ଷରୁ କେବଳ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟକ୍ରମ ପହଚିଂଛି । କେମିତି ସମସ୍ତ ପାଖରେ ପହଚାଂଯିବ, କଣ ପାଠକ୍ରମ୍ୟ ରହିବ ଏନେଇ କମିଟି ତଦାରଖ କରିବ ବୋଲି ମନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/26-15.jpg)