କନକ ବ୍ୟୁରୋ: ‘ହାତ’ ଧରିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେପି ଟିକେଟ୍ ନଦେବାରୁ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେଇଥିଲେ । ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ । ପୂର୍ବରୁ ମଧ୍ୟ ଟିକେଟ୍ ପାଇଁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ ଦେବାଶିଷ କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବିଜେପି ନିରାଶ କରିଥିଲା ଫଳରେ ଶୁକ୍ରବାର ଦେବାଶିଷ ବରୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ କିନ୍ତୁ ଏବେ କଂଗ୍ରେସରେ ଯୋଗ ଦେଇଛନ୍ତ ଦେବାଶିଷ ।
ହାତ ଧରିଲେ ଦେବାଶିଷ ନାୟକ । ବିଜେପିରୁ ଟିକେଟ୍ ନମିଳିବା ପରେ ଥିଲେ ଅସନ୍ତୁଷ୍ଟ ।
/kanak/media/post_attachments/wp-content/uploads/2024/05/29-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)