ବ୍ରାଜିଲରେ ବର୍ଷାଜନିତ ଭୂସ୍ଖଳନ : ୧୦୦ ରୁ ଅଧିକ ମୃତ

ବ୍ରାଜିଲରେ ବର୍ଷାଜନିତ ଭୂସ୍ଖଳନ : ୧୦୦ ରୁ ଅଧିକ ମୃତ

କନକ ବ୍ୟୁରୋ : ବ୍ରାଜିଲର ରିୟୋ ଡି ଜେନେରିୟୋ ରାଜ୍ୟରେ ବନ୍ୟା ଏବଂ ଭୂସ୍ଖଳନ ବିପ ଯ୍ୟୟ ସୃଷ୍ଟି କରିଛି । ଏ ପର୍ଯ୍ୟନ୍ତ ଏହି ଘଟଣାରେ ୧୦୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ୩୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଛି ।

publive-image

ତେବେ ଅବଶେଷ ତଳୁ ୩୨ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଗଲାଣି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୫୪ ଘର ଧ୍ୱଂସ ହୋଇଯାଇଛି । ଏଥିଯୋଗୁଁ ୪୦୦ରୁ ଉର୍ଦ୍ଧ୍ୱ ପରିବାର ବାସହରା ହୋଇଛନ୍ତି । ଭୂସ୍ଖଳନ ହୋଇଥିବା ସ୍ଥାନରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe