କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନରେ ହତ୍ୟା ଧମକ ଦେଇଥବା ଅଭିଯୁକ୍ତ ଗିରଫ । ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଜେରା ବେଳେ ଫୋନ୍ କରିଥିବା ଅଭିଯୁକ୍ତ ସ୍ୱୀକାର କରିଛି । ଅବସାଦ ହେତୁ ଏଭଳି କଲ୍ କରିଥିବା ଅଭିଯୁକ୍ତ କହିଛି । ଫୋନ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । କ୍ଷମା ମାଗିବା ସହ ଭବିଷ୍ୟତରେ ଏଭଳି ନକରିବାକୁ ଅଭିଯୁକ୍ତ କହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us