କନକ ବ୍ୟୁରୋ : ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ । ଧାମନଗର ଉପନିର୍ବାଚନ ପୂର୍ବରୁ ମୃତ୍ୟୁ ସୂଚନା । ୧୩୯ ନମ୍ବର ବୁଥର ପୋଲିଂ ଅଫିସର ନଟବର ମୁଣ୍ଡା । ଭଦ୍ରକ ଜିଲ୍ଲାପାଳ ଏ ନେଇ ସୂଚନା ଦେଇଛନ୍ତି । ଗତକାଲି ନଟବରଙ୍କ ଦେହ ଅସୁସ୍ଥ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଏସସିବି ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି ।
ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ : ଧାମନଗର ଉପନିର୍ବାଚନ ପୂର୍ବରୁ ମୃତ୍ୟୁ ସୂଚନା
/kanak/media/post_attachments/wp-content/uploads/2022/11/27-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)