କନକ ବ୍ୟୁରୋ: କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଜଣେ ରାଜନେତା ତଥା କବି ଭାବେ ପ୍ରସିଦ୍ଧି ହାସଲ କରିଥିଲେ । ବିଜେଡିର ଜଣେ ତୁଙ୍ଗ ନେତା ଭାବେ ସେ ପରିଚିତ ଥିଲେ । ସେ ଉକ୍ରଳ ପ୍ରସଙ୍ଗର ସମ୍ପାଦକ ମଧ୍ୟ ରହିଥିଲେ । ସାହିତ୍ୟ ଏକାଡେମୀ ପୂର୍ବତନ ସଭାପତି ଥିଲେ ହୁସେନ ।

Advertisment