ବଲିଉଡ ମୁଭି "ଡିଅର ଜିନ୍ଦେଗୀ'ର ଫାଷ୍ଟ ଲୁକ୍ ଆସିଛି । ଆଲିଆ ଭଟ୍ଟ ଓ ଶାହରୁଖ ଖାନ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି । ଫିଲ୍ମର ପ୍ରଥମ ଚିତ୍ରକୁ ସାମ୍ନାକୁ ଆଣିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ଏକ ଫଟୋ ଚିତ୍ର ଟ୍ୱିଟ୍ କରିଛନ୍ତି ।
ଏହି ଚିତ୍ରକୁ ପ୍ରସ୍ତୁତ କରିଛି ପ୍ରିଜମା । ସେପଟେ ଆଲିଆଙ୍କ ଟ୍ୱିଟର ଜବାବ ରଖିଛନ୍ତି ଶାହରୁଖ । ଫିଲ୍ମଟି ଆସନ୍ତା ନଭେମ୍ବର ୨୫ରେ ବକ୍ସ ଅଫିସରେ ରିଲିଜ୍ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/07/vlcsnap-2016-07-20-09h56m38s744.png)