ପାରାଦ୍ୱୀପର ବଟନଦୀରେ ମାଛ ମଡକ : ପାଣିରେ ମରି ଭାସୁଛନ୍ତି ମାଛ, କାରଣ ଅସ୍ପଷ୍ଟ

Advertisment
ପାରାଦ୍ୱୀପର ବଟନଦୀରେ ମାଛ ମଡକ : ପାଣିରେ ମରି ଭାସୁଛନ୍ତି ମାଛ, କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ପାରାଦ୍ୱୀପ ବାଲିଝରା ବଟନଦୀରେ ଦେଖାଦେଇଛି ମାଛମଡକ । ପାଣିରେ ଭାସୁଛନ୍ତି ମଲା ମାଛ । ଗତ ରାତିରୁ ଏଭଳି ମାଛ ମଡକ ଆରମ୍ଭ ହୋଇଛି । ତେବେ ଏହାର କାରଣ ଜଣାପଡିନାହିଁ । ତେବେ ପାଣିରେ କେହି ବିଷ ପ୍ରୟୋଗ କରିଥିବାରୁ ଏଭଳି ମାଛ ମଡକ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ୨୦୧୬ରେ ବଟନଦୀରେ ଏଭଳି ମାଛ ମାଡକ ଦେଖାଦେଇଥିଲା ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe