ଗଙ୍ଗା କୂଳରେ ଟାୟାର ଜାଳି ମୃତଦେହ ପୋଡିଦେଲା ପୋଲିସ । ଭିଡିଓ ଭାଇରାଲ ପରେ ୫ ପୋଲିସ କର୍ମଚାରୀ ସସପେଣ୍ଡ 

Advertisment
ଗଙ୍ଗା କୂଳରେ ଟାୟାର ଜାଳି ମୃତଦେହ ପୋଡିଦେଲା ପୋଲିସ । ଭିଡିଓ ଭାଇରାଲ ପରେ ୫ ପୋଲିସ କର୍ମଚାରୀ ସସପେଣ୍ଡ 

କନକ ବ୍ୟୁରୋ: ଗଙ୍ଗା ନଦୀରେ ଭାସୁଥିବା ଅଚିହ୍ନା ମୃତଦେହକୁ ଟାୟାର ଜାଳି କିଛି ପୋଲିସ କର୍ମଚାରୀ ପୋଡି ଦେଇଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି ପେଟ୍ରୋଲ ଡିଜେଲ ଢାଳି ଶବ ଗୁଡିକପୋଡୁଥିବାର ନଜର ଆସିଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୫ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି ।

କରୋନା ମହାମାରୀ କେତେ ଭୟଙ୍କର ହୋଇ ତାହା ଗଙ୍ଗା ନଦୀରେ ଭାସୁଥିବା ମୃତଦେହକୁ ଦେଖିଲେ ଜଣାପଡୁଛି । ଶହ ଶହ ମୃତ ଦେହ ଗଙ୍ଗା ନଦୂରେ ଭାସୁଥିବାର ଦେଖିବାକୁ ମିଳିଛି । ତେବେ ଏସବୁ କୋଭିଡ ରୋଗୀଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe