ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ଆମ୍ ଆଦମୀ ପାର୍ଟି । ଜେଲରୁ ନାମାଙ୍କନ ଭରିବେ ସଂଜୟ ସିଂ

ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ଆମ୍ ଆଦମୀ ପାର୍ଟି । ଜେଲରୁ ନାମାଙ୍କନ ଭରିବେ ସଂଜୟ ସିଂ

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟି ତରଫରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଳୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ତାଙ୍କୁ ସୁଶିଲ କୁମାର ଗୁପ୍ତାଙ୍କ ସ୍ଥାନରେ ଟିକେଟ ଦିଆଯାଇଛି । ଏହା ସହ ପାର୍ଟି ତରଫରୁ ପୁଣିଥରେ ସଂଜୟ ସିଂଙ୍କ ଉପରେ ଭରଶା କରାଯାଇଛି । ସଂଜୟ ସିଂ ଆପ୍ ଟିକେଟରୁ ପୁଣିଥରେ ରାଜ୍ୟସଭା ପ୍ରାର୍ଥୀ ହେବ । ଏନେଇ କୋର୍ଟ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ଜାନୁଆରୀ ୧୯ ତାରିଖରେ ରାଜ୍ୟସଭା ନିର୍ବାଚନ ହେବ । ଏନେଇ ଜାନୁଆରୀ ୯ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe