ସ୍ପୁଟନିକ୍ ଲାଇଟ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି । ଟୁଇଟ୍ କରି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ।

Advertisment
ସ୍ପୁଟନିକ୍ ଲାଇଟ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି । ଟୁଇଟ୍ କରି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ।

କନକ ବ୍ୟୁରୋ: ଦେଶକୁ ମିଳିଲା ଆଉ ଏକ କୋଭିଡ୍ ଟିକା । ସ୍ପୁଟନିକ୍ ଲାଇଟ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଡିସିଜିଆଇ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ଟୁଇଟ୍ କରି ସୂଚନା ଦେଇଛନ୍ତି । ତେବେ ଏହା ଦେଶର ନବମ କୋଭିଡ୍ ଟିକା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଯାହାକି କୋଭିଡ୍ ବିପକ୍ଷ ଯୁଦ୍ଧରେ ଲଢିବାକୁ ଭାରତକୁ ଅଧିକ ସାହାଯ୍ୟ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe