ବାଜିଲା ନିର୍ବାଚନ ବିଗୁଲ, ଓଡିଶା ପାଇଁ ଘୋଷଣା ହେଲା ତାରିଖ: ଜାଣନ୍ତୁ କେବେ ପଡିବ ଭୋଟ?

419

କନକ ବ୍ୟୁରୋ: ବାଜିଲା ବିଗୁଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିସନ । ୪ର୍ଥ ପର୍ଯ୍ୟାୟରେ ରାଜ୍ୟରେ ପଡିବ ଭୋଟ । ମେ’ ୧୩ରେ ପ୍ରଥମ, ମେ’ ୨୦ ତାରିଖରେ ଦ୍ୱିତୀୟ, ମେ ୨୫ରେ ତୃତୀୟ ଓ ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟରେ ହେବ ଭୋଟ । ସେହିପରି ଜୁନ ୪ରେ ହେବ ଭୋଟ ଗଣନା ।

ମୋଟ ୭ଟି ପର୍ୟ୍ୟାୟରେ ହେବ ୨୦୨୪ ସାଧାରଣ ନିର୍ବାଚନ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେଇ ଜୁନ୍ ୧ ତାରିଖରେ ସରିବ ୭ମ ପର୍ୟ୍ୟାୟ ଭୋଟ୍ ଗ୍ରହଣ । ଏହାପରେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯାଇ, ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି ।