ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଘଟଣା: ୪ ଅଭିଯୁକ୍ତ କୋର୍ଟ ଚାଲାଣ 

Advertisment
ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଘଟଣା: ୪ ଅଭିଯୁକ୍ତ କୋର୍ଟ ଚାଲାଣ 

କନକ ବ୍ୟୁରୋ: ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଘଟଣା । ଏହି ଘଟଣାରେ ଗିରଫ ହୋଇଥିବା ୪ ଠିକା କର୍ମଚାରୀଙ୍କୁ କୋର୍ଟ ଚାଲାଣ କଲା ସହଦେବଖୁଣ୍ଟା ପୋଲିସ । ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗରେ କାଲି ଗିରଫ ହୋଇଥିଲେ ୪ ଜଣ ଅଭିଯୁକ୍ତ ।

ସେହିପରି ଗିରଫ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ହନି ଟ୍ରାପ ଜରିଆରେ ଲିକ ହୋଇଥିଲା ତଥ୍ୟ । ବ୍ୟବସାୟିକ ଭିତ୍ତିରେ ତଥ୍ୟ ଲିକ ହୋଇଥିଲା । ଗିରଫ ଅଭିଯୁକ୍ତ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । କଲ ରେକର୍ଡରେ ପାକିସ୍ତାନୀ ମହିଳାଙ୍କ ସ୍ୱର ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe