କନକ ବ୍ୟୁରୋ : ଏକତରଫା ପ୍ରେମର କରୁଣ ପରିଣତି । ଯୁବତୀଙ୍କ ଘରେ ପଶି ପେଟ୍ରୋଲ ଢାଳି ଯୁବତୀଙ୍କ ଦେହରେ ନିଆଁ ଲଗାଇଲା ବିଫଳ ପ୍ରେମିକ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା କେନ୍ଦୁବାଡି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଝିଅକୁ ରକ୍ଷା କରିବାକୁ ଯାଇ ମାଆ ବି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ମାଆ ଓ ଝିଅଙ୍କୁ ପ୍ରଥମେ ଆସ୍କା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉନ୍ମତ କାଂଡ ପରେ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି ଅଭିଯୁକ୍ତ ।
/kanak/media/post_attachments/wp-content/uploads/2017/10/28-mkcgmedicalcollege-300x225.jpg) କେନ୍ଦୁବାଡି ଗାଁର ଜନୈକ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ତେବେ ପ୍ରେମରେ ବିଫଳ ହେବାରୁ ଆଜି ରାଗିଯାଇ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲା । ଏହାକୁ ନେିଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି ।
 କେନ୍ଦୁବାଡି ଗାଁର ଜନୈକ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ତେବେ ପ୍ରେମରେ ବିଫଳ ହେବାରୁ ଆଜି ରାଗିଯାଇ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲା । ଏହାକୁ ନେିଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2017/10/Photo0056.jpg)