ନିୟମଗିରି : ନିୟମଗିରି ଅଂଚଳରେ ରହୁଥିବା ଡଙ୍ଗରିଆଙ୍କୁ ପୁଲିସ ମାଓବାଦୀ ସଜାଇ ହତ୍ୟା ଓ ଗିରଫ କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମୁନିଗୁଡା ଥାନା ଘେରାଉ କରିଛନ୍ତି ଶତାଧିକ ଡଙ୍ଗରିଆ କନ୍ଧ । ଏନେଇ ଆଜି ଶତାଧକ ଡଙ୍ଗରିଆ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ମୁନିଗୁଡା ଥାନା ଘେରାଉ କରିଛନ୍ତି । ଆଗକୁ ଯଦି ଏଭଳି କାର୍ଯ୍ୟରୁ ପୁଲିସ ପ୍ରଶାସନ ନିବୃତ ନହୁଏ, ତେବେ ଏହି ଆନେ୍ଦାଳନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାଇ ଦେଇଛନ୍ତି ଡଙ୍ଗରିଆ ।
ନିୟମଗିରି ଡଙ୍ଗରିଆ କନ୍ଧଙ୍କ ମୁନିଗୁଡା ଥାନା ଘେରାଉ
/kanak/media/post_attachments/wp-content/uploads/2016/04/dangaria.png)