ପବିତ୍ର ଦଶହରାରେ ବେଶ ଜମୁଛି ଦାଣ୍ଡିଆ ନାଚର ଧୁମ୍

ପବିତ୍ର ଦଶହରାରେ ବେଶ ଜମୁଛି ଦାଣ୍ଡିଆ ନାଚର ଧୁମ୍

କନକ ବ୍ୟୁରୋ : ପବିତ୍ର ଦଶହରାରେ ବେଶ ଜମୁଛି ଦାଣ୍ଡିଆ ନାଚର ଧୁମ୍ । ଗୁଜୁରାଟୀ ସଂପ୍ରଦାୟର ଏହି ଲୋକପ୍ରିୟ ଲୋକନୃତ୍ୟରେ ସାମିଲ ହେଉଛନ୍ତି ରାଜଧାନୀ ବାସିନ୍ଦା ।

ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ହେଉଥିବା ଏହି ଦାଣ୍ଡିଆ ଉତ୍ସବରେ ସାମିଲ ହେବା ନେଇ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ପିଲାଠୁ ବୁଢ଼ା ସବୁ ବୟସବର୍ଗର ଲୋକେ ସାମିଲ ହୋଇ ଦାଣ୍ଡିଆ ନାଚ ସହ ହସଖୁସିରେ ପୂଜା ସେଲିବ୍ରେଟ୍ କରୁଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe