କନକ ବ୍ୟୁରୋ : ପବିତ୍ର ଦଶହରାରେ ବେଶ ଜମୁଛି ଦାଣ୍ଡିଆ ନାଚର ଧୁମ୍ । ଗୁଜୁରାଟୀ ସଂପ୍ରଦାୟର ଏହି ଲୋକପ୍ରିୟ ଲୋକନୃତ୍ୟରେ ସାମିଲ ହେଉଛନ୍ତି ରାଜଧାନୀ ବାସିନ୍ଦା ।
ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ହେଉଥିବା ଏହି ଦାଣ୍ଡିଆ ଉତ୍ସବରେ ସାମିଲ ହେବା ନେଇ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ପିଲାଠୁ ବୁଢ଼ା ସବୁ ବୟସବର୍ଗର ଲୋକେ ସାମିଲ ହୋଇ ଦାଣ୍ଡିଆ ନାଚ ସହ ହସଖୁସିରେ ପୂଜା ସେଲିବ୍ରେଟ୍ କରୁଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-08-09h13m05s602.png)