କନକ ବ୍ୟୁରୋ : ଦାନ ମାଝୀଙ୍କୁ ମିଳିଛି ବାହାରିନ୍ ପ୍ରଧାନମନ୍ତ୍ରୀଙ୍କ ସହାୟତା ରାଶି । ନୂଆଦିଲ୍ଲୀସ୍ଥିତ ବାହାରିନ୍ ଦୂତାବାସରେ ଦିଆଗଲା ଦାନ ମାଝୀଙ୍କୁ ୮,୮୭,୯୪୯ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସ୍ତ୍ରୀର ଶବକୁ କାନ୍ଧରେ ବୋହି ବୋହି ୧୦ କିଲୋମିଟର ରାସ୍ତା ବାଟ ଚାଲିଥିଲେ ଦାନ ମାଝୀ । ଯେଉଁ ଖବର ସମଗ୍ର ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଯାହାକୁ ନେଇ ଦାନ ମାଝୀ ବଶ୍ୱ ଦରବାରରେ ପରିଚିତ ।
ସ୍ୱାମୀଙ୍କ କାନ୍ଧରେ ସ୍ତ୍ରୀର ଶବ ବୁହା ଘଟଣା : ବାହାରିନ୍ ପ୍ରଧାନମନ୍ତ୍ରୀଙ୍କ ସହାୟତା ଗ୍ରହଣ କଲେ ଦାନ ମାଝୀ
/kanak/media/post_attachments/wp-content/uploads/2016/09/vlcsnap-2016-09-15-16h01m51s937.png)