ପାରାଦୀପରେ ପଦ୍ମ ଫୁଟାଇଥିଲେ ବିଭୀଷଣ : ଦାମ କହିଲେ, ଆଇଓସିଏଲ ପଇସା ଆଉ ଦଳ ବିରୋଧୀଙ୍କ ପାଇଁ ତାଙ୍କ ଗଡରେ ଜିତିଲା ବିଜେପି

Advertisment
ପାରାଦୀପରେ ପଦ୍ମ ଫୁଟାଇଥିଲେ ବିଭୀଷଣ : ଦାମ କହିଲେ, ଆଇଓସିଏଲ ପଇସା ଆଉ ଦଳ ବିରୋଧୀଙ୍କ ପାଇଁ ତାଙ୍କ ଗଡରେ ଜିତିଲା ବିଜେପି

କନକ ବ୍ୟୁରୋ : ନିଜ ଅଂଚଳରେ ବିଜେପି ବିଜୟର ରହସ୍ୟ କହିଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଟଙ୍କା ସହ ଦଳର ବିଭୀଷଣ ଯୋଗୁଁ ଦୁଇଟି ଜୋନରେ ବିଜେପି ପ୍ରାର୍ଥୀ ଜିତିଛନ୍ତି ବୋଲି କହିଛନ୍ତି ଦାମୋଦର । କନକ ନ୍ୟୁଜକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ଦାମବାବୁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe