କନକ ବ୍ୟୁରୋ : ନିଜ ଅଂଚଳରେ ବିଜେପି ବିଜୟର ରହସ୍ୟ କହିଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଟଙ୍କା ସହ ଦଳର ବିଭୀଷଣ ଯୋଗୁଁ ଦୁଇଟି ଜୋନରେ ବିଜେପି ପ୍ରାର୍ଥୀ ଜିତିଛନ୍ତି ବୋଲି କହିଛନ୍ତି ଦାମୋଦର । କନକ ନ୍ୟୁଜକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ଦାମବାବୁ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -