ରାଜ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

Advertisment
ଚାଷୀଙ୍କୁ କଟାକ୍ଷ କଲେ ଦାମ ! କହିଲେ, ଋଣ ନେଇ ମଦ ପିଉଛନ୍ତି ଚାଷୀ, କାହିଁକି କରାଯିବ ଋଣ ଛାଡ

କନକ ବ୍ୟୁରୋ : ରାଜ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ମନ୍ତ୍ରୀମଣ୍ଡଳରେ ନିଶ୍ଚୟ ପରିବର୍ତନ ହେବ ବୋଲି କହିଛନ୍ତି ଦାମ । ଆବଶ୍ୟକତାକୁ ଚାହିଁ ପରିବର୍ତନ କରାଯାଏ ।

ମୁଖ୍ୟମନ୍ତ୍ରୀ ମଧ୍ୟ ମନ୍ତ୍ରୀମଣ୍ଡଳରେ ପରିବର୍ତନ କରିବା ପରି ଲାଗୁଛି ବୋଲି କହିଛନ୍ତି ମନ୍ତ୍ରୀ ଦାମ ରାଉତ । ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ମନ୍ତ୍ରୀମଣ୍ଡଳରେ ପରିବର୍ତନ କରିପାରିବେ, ତାଙ୍କୁ କେହି ବାଧା ଦେଇପାରିବ ନାହିଁ ବୋଲି ଦାମ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe