କନକ ବ୍ୟୁରୋ : ରାଜ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ମନ୍ତ୍ରୀମଣ୍ଡଳରେ ନିଶ୍ଚୟ ପରିବର୍ତନ ହେବ ବୋଲି କହିଛନ୍ତି ଦାମ । ଆବଶ୍ୟକତାକୁ ଚାହିଁ ପରିବର୍ତନ କରାଯାଏ ।
ମୁଖ୍ୟମନ୍ତ୍ରୀ ମଧ୍ୟ ମନ୍ତ୍ରୀମଣ୍ଡଳରେ ପରିବର୍ତନ କରିବା ପରି ଲାଗୁଛି ବୋଲି କହିଛନ୍ତି ମନ୍ତ୍ରୀ ଦାମ ରାଉତ । ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ମନ୍ତ୍ରୀମଣ୍ଡଳରେ ପରିବର୍ତନ କରିପାରିବେ, ତାଙ୍କୁ କେହି ବାଧା ଦେଇପାରିବ ନାହିଁ ବୋଲି ଦାମ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-24-21h27m34s543.png)