ଲୁଲୁ ମାତିଲେ, ଦାମ ତରଳିଲେ

17

ଲୁଲୁ ମାତିଲେ, ଦାମ ତରଳିଲେ । ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ପୁଣି ଟାର୍ଗେଟ କଲେ ଲୁଲୁ । ଚିଟଫଣ୍ଡ ଠକେଇ ଅଭିଯୋଗରେ ଜେଲରେ ଥିବା ଜଣେ ଅଭଯୁକ୍ତଙ୍କ ସହ ମନ୍ତ୍ରୀ ଦାସବର୍ମାଙ୍କ ଫଟୋ ଦେଖାଇଲେ ଲୁଲୁ । ସେପଟେ ମନ୍ତ୍ରୀଙ୍କୁ ନୈତିକତାର ବାଣୀ ଶୁଣାଇଥିବା ଦାମଙ୍କୁ ଆଜି ଭିନ୍ନ ରୋଲରେ ଦେଖିବାକୁ ମିଳିଛି । ଦାମ କହିଛନ୍ତି, ସଂଜୟଙ୍କୁ ବଦନାମ କରିବା ପାଇଁ ମିଛଟାରେ ଲୁଲୁ ଉଦ୍ୟମ କରୁଛନ୍ତି ।