ଲୁଲୁ ମାତିଲେ, ଦାମ ତରଳିଲେ

6

ଲୁଲୁ ମାତିଲେ, ଦାମ ତରଳିଲେ । ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ପୁଣି ଟାର୍ଗେଟ କଲେ ଲୁଲୁ । ଚିଟଫଣ୍ଡ ଠକେଇ ଅଭିଯୋଗରେ ଜେଲରେ ଥିବା ଜଣେ ଅଭଯୁକ୍ତଙ୍କ ସହ ମନ୍ତ୍ରୀ ଦାସବର୍ମାଙ୍କ ଫଟୋ ଦେଖାଇଲେ ଲୁଲୁ । ସେପଟେ ମନ୍ତ୍ରୀଙ୍କୁ ନୈତିକତାର ବାଣୀ ଶୁଣାଇଥିବା ଦାମଙ୍କୁ ଆଜି ଭିନ୍ନ ରୋଲରେ ଦେଖିବାକୁ ମିଳିଛି । ଦାମ କହିଛନ୍ତି, ସଂଜୟଙ୍କୁ ବଦନାମ କରିବା ପାଇଁ ମିଛଟାରେ ଲୁଲୁ ଉଦ୍ୟମ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.