କନକ ବ୍ୟୁରୋ : ଆଇଓସିଏଲରେ ଓଡ଼ିଆଙ୍କ ନିଯୁକ୍ତିକୁ ନେଇ ସରଗରମ ରାଜନୀତି । ବିଜେଡି କହୁଛି କମ୍ପାନୀ ପାଇଁ ଜମି ଦେଇଥିବା ଜମିହରାଙ୍କୁ ପାରାଦୀପ ତୈଳ ବିଶୋଧନାଗାରରେ ଚାକିରି ଦିଆଯାଇନାହିଁ । ଦାମ ରାଉତ କହିଛନ୍ତି ଯେଉଁ ୧୯୧ଜଣଙ୍କୁ ନିଯୁକ୍ତି ମିଳିଛି ସେମାନଙ୍କ ମଧ୍ୟରେ ରହିଛନ୍ତି ଅନେକ କୋଟିପତି । ଭୂମି ହରାଇଥିବା ଲୋକଙ୍କୁ ଚାକିରି ମିଳିନି ।
ସେପଟେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଜବାବ ଦେଇଛନ୍ତି ଯେ ଆଇଓସିଏଲ୍ ସମେତ ଅନ୍ୟାନ୍ୟ କମ୍ପାନୀରେ ଓଡ଼ିଆ ପିଲାଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର । ସେପଟେ ଆଇଓସିଏଲକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାହାସ୍ପୋଟ ମାରୁଥିବା କଂଗ୍ରେସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-24-21h27m34s543.png)