ମହଙ୍ଗା ପଡିଲା ନିର୍ବାଚନ ଫଳାଫଳ ! ଦଳ ବଦଳାଇଲେ, ନିର୍ବାଚନ ହାରିଲେ

Advertisment
ମହଙ୍ଗା ପଡିଲା ନିର୍ବାଚନ ଫଳାଫଳ ! ଦଳ ବଦଳାଇଲେ, ନିର୍ବାଚନ ହାରିଲେ

କନକ ବ୍ୟୁରୋ : ବିଜେଡିରୁ ବିଦା ହୋଇଥିବା ଦୁଇ ହେଭିୱେଟ୍ ନେତା ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ଉଭୟ ନେତା ବିଜେଡିର ଚରମ ଶତ୍ରୁ ପାଲଟିଥିଲେ। ଦଳରୁ ଗଲା ପରେ ବିଜେଡି ନୀତି ଓ ନେତୃତ୍ବ ଉପରେ ଭୀଷଣ ବର୍ଷୁଥିଲେ। ଗଣମାଧ୍ୟମରେ ଶିରୋନାମାରେ ରହୁଥିଲେ। ଉଭୟ ବିଜେପିରେ ଯୋଗ ଦେଇ ଦଳୀୟ ଟିକେଟ୍ ପାଇବାରେ ସକ୍ଷମ ହୋଇଥିଲେ।

publive-imageକିନ୍ତୁ ସମ୍ମୁଖ ଲଢ଼େଇରେ ସଫଳ ହୋଇପାରିନାହାନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତ ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଦାମ ବିଜେଡି ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ରାଜ୍ୟ ରାଜନୀତିରେ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe