ବିଜୟାଦଶମୀରେ ପଖାଳ ଭୋଗର ପରମ୍ପରା : ଷ୍ଟେସନ ବଜାର ପୂଜା ମଣ୍ଡପରେ ସ୍ୱତନ୍ତ୍ର ପ୍ରସ୍ତୁତି

ବିଜୟାଦଶମୀରେ ପଖାଳ ଭୋଗର ପରମ୍ପରା : ଷ୍ଟେସନ ବଜାର ପୂଜା ମଣ୍ଡପରେ ସ୍ୱତନ୍ତ୍ର ପ୍ରସ୍ତୁତି

କନକ ବ୍ୟୁରୋ : ବିଜୟାଦଶମୀରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା ସହିତ ସମସ୍ତ ନୀତି ସବୁ କରାଯାଉଛି । ସେହିଭଳି ଷ୍ଟେସନ ବଜାରରେ ପୂଜାରେ ମାଆଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି ହେବାର ରହିଛି ପରମ୍ପରା । କେବଳ ଦହି ପଖାଳ ନୁହେଁ ତା ସହିତ ମାଆଙ୍କ ନିକଟରେ ସାରୁ ପତ୍ରରେ ଶାଗ ଲାଗି ହୋଇଥାଏ । ଏନେଇ ସମସ୍ତ ପ୍ରସ୍ତୂତି କରାଯାଉଛି । ମାଆଙ୍କୁ ବିଦାୟ ଦେବା ପୂର୍ବରୁ ମାଆଙ୍କର ସମସ୍ତ ନୀତି ସହିତ ଏହି ପ୍ରସାଦ ଲାଗି ହେବାର ରହିଛି ପରମ୍ପରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe