ଦିଗପହଣ୍ଡି ବସ୍ ଦୁର୍ଘଟଣା: ଓଏସଆରଟିସି ଡ୍ରାଇଭରଙ୍କୁ ଗିରଫ କଲା ପୁଲିସ

ଦିଗପହଣ୍ଡି ବସ୍ ଦୁର୍ଘଟଣା: ଓଏସଆରଟିସି ଡ୍ରାଇଭରଙ୍କୁ ଗିରଫ କଲା ପୁଲିସ

କନକ ବ୍ୟୁରୋ: ଦିଗପହଣ୍ଡି ବସ ଦୁର୍ଘଟଣାରେ ଡ୍ରାଇଭରକୁ ଗିରଫ କଲା ପୁଲିସ । ଭୁବନେଶ୍ୱରରୁ ପୁଲିସ ଡ୍ରାଇଭରକୁ ଉଠାଇନେଇଛି । ସରକାରୀ ବସର ଡ୍ରାଇଭରକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି । ଖଣ୍ଡଗିରି ଓଏସଆରଟିସି ବସ ଡିପୋରୁ ପୁଲିସ ତାଙ୍କୁ ଗିରଫ କରିଛି । ଭରତପୁର ପୁଲିସ ସହାୟତାରେ ତାଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe