ଇଡିରେ ହାଜର ହେଲେ ଧଳସାମନ୍ତ ଭାଇଙ୍କ ସହଯୋଗୀ

29

କନକ ବ୍ୟୁରୋ : ଇଡିରେ ହାଜର ହେଲେ ଧଳସାମନ୍ତ ଭାଇଙ୍କ ସହଯୋଗୀ । ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଡି ବ୍ରଦର୍ସଙ୍କ ସହଯୋଗୀ ପ୍ରାଣବିନ୍ଦୁ ରାଉତ । ଧଳସାମନ୍ତ ବ୍ରଦର୍ସଙ୍କ ବାଙ୍କୀ ବାଲିଘାଟ ଲିଙ୍କ ମାମଲାରେ ବାଙ୍କୀର ପ୍ରାଣବିନ୍ଦୁ ରାଉତଙ୍କୁ ନୋଟିସ ହୋଇଥିଲା । ଡି ବ୍ରଦର୍ସ ବାଲିଘାଟ ନିଲାମ ମାମଲାରେ ପ୍ରାଣବିନ୍ଦୁଙ୍କ ଠାରୁ ଅଧିକ ପଚରାଉଚରା କରୁଛି ଇଡି  ।

ଏହା ସହ ଦେଖନ୍ତୁ ଏହି ଭିଡିଓ –