କନକ ବ୍ୟୁରୋ : ସୁଶାନ୍ତ ଧଳସାମନ୍ତକୁ ଜେରା । ସୁଶାନ୍ତ ଧଳସାମନ୍ତକୁ ଝାରପଡା ଜେଲରେ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡିର ଆସିଷ୍ଟାଂଟ ଡାଇରେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ସୁଶାନ୍ତ ଧଳସାମନ୍ତଙ୍କୁ ପଚରାଉଚରା କରୁଛି । ଧଳସାମନ୍ତ ଅପରାଧ ସାମ୍ରାଜ୍ୟ ନେଇ ଖୋଳତାଡ କରୁଛି ଇଡି । ଝାରପଡା ଜେଲରେ ସୁଶାନ୍ତଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି । ଗତକାଲି ଡି ବ୍ରଦର୍ସଙ୍କ ୫ଜଣ ସହଯୋଗୀଙ୍କୁ ଜେରା କରିଥିଲା ଇଡି ।
ସୁଶାନ୍ତ ଧଳସାମନ୍ତକୁ ଜେରା : ଅଧିକ ଖୋଳତାଡ ପାଇଁ ଝାରପଡା ଜେଲରେ ଜେରା କରୁଛି ଇଡି
/kanak/media/post_attachments/wp-content/uploads/2017/02/vlcsnap-2017-02-28-12h38m37s429.png)