ଧଳ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ, ବାଲିଘାଟ ଲିଙ୍କ ମାମଲାରେ ଶରତ କୁମାର ସାହୁକୁ ଗିରଫ କରାଯାଇଛି । କଟକ ଖାନନଗରରୁ ପୁଲିସ ଶରତଙ୍କୁ ଗିରଫ କରିଛି । ଶରତଙ୍କଠାରୁ ୨ ମାଉଜର ଓ ଗୁଳି ଜବତ ହୋଇଛି । ବାଲିଘାଟ ଟେଣ୍ଡର ଫିକ୍ସିଂ ରେ ଶରତ ଜଡିତ ରହିଛି । ବାଲିଘାଟ ଟେଣ୍ଡର କେଳେଙ୍କାରୀରେ ସଂପୃକ୍ତ ସନେ୍ଦହରେ ଶରତଙ୍କୁ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ ହୋଇଥିଲା । ୧୫ ତାରିଖ ସୁଦ୍ଧା ଥାନାରେ ହାଜର ହେବାକୁ କୁହାଯାଇଥିଲେ ବି ଶରତ ହାଜର ହୋଇନଥିଲା ।
ଡି ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ
/kanak/media/post_attachments/wp-content/uploads/2016/04/vlcsnap-2016-04-16-18h00m56s482.png)