ଧଳ ସାମନ୍ତ ବ୍ରଦର୍ସ ମାମଲା : ସାର୍ଫ ସୁଟର ଆରିଫ୍ ଖାନ୍ ଗିରଫ

Advertisment
ଧଳ ସାମନ୍ତ ବ୍ରଦର୍ସ ମାମଲା :  ସାର୍ଫ ସୁଟର ଆରିଫ୍ ଖାନ୍ ଗିରଫ

ପୁଲିସ ହାତରେ ଧରା ପଡିଲା ଧଳସାମନ୍ତ ଭାଇଙ୍କ ସାର୍ପ ସୁଟର । ଓମ-ଦୀପୁ ଓ ଫାରୁକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆରିଫ୍ ଖାନ୍ କୁ ତିରୁଅନନ୍ତପୁରମରୁ ଗିରଫ କରିଛି କମିଶନରେଟ୍ ପୁଲିସ । ଏହା ସହ ଡି-ଲିଙ୍କ୍ ରେ ଗିରଫଦାରୀଙ୍କ ସଂଖ୍ୟା ପହଁଚିଛି ୩୦ରେ । ସେପଟେ ଆରିଫ୍ ଠାରୁ ଡି ବ୍ରଦର୍ସଙ୍କ ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବାକୁ ଚେଷ୍ଟା କରିବ ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe