ଧଳ ବ୍ରଦର୍ସ ଗିରଫ ମାମଲା ରେ କଟକ ଏସଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ସୁଶାନ୍ତ ଧଳ ସାମନ୍ତ ,ତାକୁ ଝାରପଡା ଜେଲରୁ ଅଣାଯାଇ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଭିଡିଓ କନଫରେନସିଂରେ ବୈଷୟିକ ତ୍ରୁଟି ଯୋଗୁ ତାକୁ କୋର୍ଟରେ ହଜାର କରାଯାଇଥିଲା । ଅନ୍ୟ ୧୪ ସହଯୋଗୀଙ୍କୁମଧ୍ୟ ଭିଡିଓ କନଫରେନ୍ସିଂରେ ହାଜର କରାଯିବ ।
ଧଳ ବ୍ରଦର୍ସ ଗିରଫ ମାମଲା
/kanak/media/post_attachments/wp-content/uploads/2016/04/vlcsnap-2016-04-21-12h46m40s472.png)