ଡି-ବ୍ରଦର୍ସ ଲିଙ୍କ ମାମଲା : ରଦ୍ଦ ହେଲା କଟକ ନଗର ଯୁବକ ସଂଘର ପଂଜୀକରଣ

Advertisment
ଡି-ବ୍ରଦର୍ସ ଲିଙ୍କ ମାମଲା : ରଦ୍ଦ ହେଲା କଟକ ନଗର ଯୁବକ ସଂଘର ପଂଜୀକରଣ

କଟକ : ଡି-ବ୍ରଦର୍ସ ଲିଙ୍କ ମାମଲା । ରଦ୍ଦ ହେଲା କଟକ ନଗର ଯୁବକ ସଂଘର ଲାଇସେନ୍ସ । ପଂଜିକରଣ ରଦ୍ଦ କରିଛି କଟକ ଜିଲ୍ଲା ପ୍ରଶାସନ । ସଂଘ ମୁଖ୍ୟ ଉଦେଶ୍ୟରୁ ବିଚୁ୍ୟତ ହୋଇଥିବାରୁ ପଂଜିକରଣ ରଦ୍ଦ କରାଯାଇଛି । ତେବେ କଟକ ନଗର ଯୁବକ ସଂଘର ପଂଜିକରଣ ରଦ୍ଦ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ଆବେଦନ କରିଥିଲା କମିସନରେଟ ପୁଲିସ । କଟକ ନଗର ଯୁବକ ସଂଘର ସଭାପତି ପଦ ସମ୍ଭାଳୁ ଥିଲେ ସୁଶୀଲ ଧଳସାମନ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe