ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଅଦିନିଆ ସାମୁଦ୍ରିକ ବାତ୍ୟାର ତାଣ୍ଡବ। ମାତ୍ର ଅଧଘଂଟାର ଝଡ ବାତ୍ୟା ଅଚଂଳର ନକ୍ସାକୁ ବଦଲାଇ ଦେଇଛି। ବାଲେଶ୍ୱର ଜିଲ୍ଲା ନାମ୍ପୋ ବ୍ଲକ ଓ ସୁଗୋ ବ୍ଲକରେ ବହୁ ଘର ଭାଙ୍ଗି ଯାଇଛି। ଏପରିକି କେତେକ ସ୍କୁଲର ଆଜବେଷ୍ଟ ଉଡିଯାଇଥିବା ବେଳେ ବିଦ୍ୟୁତ୍ ଖୁଂଟ ଉପୁଡି ପଡିଛି। ଖବର ପ୍ରଶାସନ ଲୋକଙ୍କ ପାଖରେ ପହଂଚିବା ଆରମ୍ଭ କରିଛି ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଅଦିନିଆ ସାମୁଦ୍ରିକ ବାତ୍ୟାର ତାଣ୍ଡବ
/kanak/media/post_attachments/wp-content/uploads/2016/08/vlcsnap-2016-08-10-08h54m20s424.png)