କନକ ବ୍ୟୁରୋ : ସାଇକେଲ ଗିରିକୁ ପ୍ରୋତ୍ସାହନ ଦେବାକୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ସାଇକେଲ ଗିରି କାର୍ଯ୍ୟକ୍ରମ । ଶିଶୁଭବନ ଛକରେ ଏହାକୁ ପାଳନ କରିବାକୁ ସାଇକେଲ ଆରୋହୀ ଏକାଠି ହୋଇଥିଲେ । ଏଠାରେ ପ୍ରତ୍ୟେକ ଶୁକ୍ରବାରକୁ ସାଇକେଲ ଦିନ ଭାବେ ପାଳନ କରିବାକୁ ନିଷ୍ପତି ହୋଇଥିଲା । ଶିଶୁଭବନ ଛକରୁ ଧଉଳି ୧୩ କିମି ଯାତ୍ରା କରିଛନ୍ତି ପ୍ରାୟ ୨ ଶହ ସାଇକେଲ ଯାତ୍ରୀ ।
ଏହାସହ ଧଉଳିରେ କରୋନା ଯୋଦ୍ଧାଙ୍କୁ ସାଇକେଲ ଦିଆଯାଇଥିଲା । ଆଜି ସାଇକେଲଗିରିକୁ ନେଇ ଏକ ସ୍ୱତନ୍ତ୍ର ଆଂଥେମ୍ ବି ଉେନ୍ମୋଚିତ ହୋଇଛି । ସ୍ମାର୍ଟ ସିଟି ଲିମିଟେଡ ଓ ବିଏମସିର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/8-4.jpg)
/kanak/media/post_attachments/wp-content/uploads/2020/10/75FO2oxE.jpg)