କନକ ବ୍ୟୁରୋ: ସାଇବର ସଚେତନତା ପାଇଁ ସାଇକେଲ ରାଲି । ଏହାସହ ମାନବ ଶୃଙ୍ଖଳର ଆୟୋଜନ । ସାଇବର ସୁରକ୍ଷା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ସଚେତନତା । କଟକ ଗୌରୀଶଙ୍କର ପାର୍କରୁ ଏହ ରାଲି ବାହାରୁଛି । ଏବେ ସାଇବର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ରଥ ବୁଲିବା ଆରମ୍ଭ ହୋଇଛି ।