କନକ ବ୍ୟୁରୋ : କଟକରେ ଦୁଇ ସାହି ମୁହାଁମୁହିଁ । ରାଜାବଗିଚା ଅଂଚଳର ସର୍ବୋଦୟପୁର ଓ ସୁଇପର କଲୋନୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପକ୍ଷରୁ କାଚ ବୋତଲ ଓ ଢେଲା ମାଡ ହୋଇଛି । ସାହିର ସୀମାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି ।
କଟକରେ ଗୋଷ୍ଠୀ ସଂଘର୍ଷ : ରାଜାବଗିଚାର ଦୁଇ ସାହି ମୁହାଁମୁହିଁ
/kanak/media/post_attachments/wp-content/uploads/2017/10/cuttack.jpg)