କଟକ ଗୋପାଳପୁର ଅଂଚଳରେ ଥିବା ବାଲିଘାଟରେ ଚଢାଉ । ୭ଟି ଟ୍ରାକ୍ଟର ଜବତ ସହ ୧୧ଜଣଙ୍କୁ ଅଟକ ରଖିଲା ପୁଲିସ୍

କଟକ ଗୋପାଳପୁର ଅଂଚଳରେ ଥିବା ବାଲିଘାଟରେ ଚଢାଉ । ୭ଟି ଟ୍ରାକ୍ଟର ଜବତ ସହ ୧୧ଜଣଙ୍କୁ ଅଟକ ରଖିଲା ପୁଲିସ୍

କନକ ବ୍ୟୁରୋ: କଟକ ଗୋପାଳପୁର ଅଂଚଳରେ ବାଲିଘାଟରେ ପୋଲିସର ଚଢାଉ । ପୋଲିସର ଚଢାଉରେ ୪ଟି ଟ୍ରାକ୍ଟର ଜବତ କରାଯିବା ସହ ୧୧ଜଣଙ୍କୁ ଅଟକ ରଖାଯାଇଛି । ଏମାନଙ୍କ ମଧ୍ୟରେ ଗାଡି ମାଲିକ, ଗାଡି ଚାଳକ ଓ ବାଲି ଘାଟ ଚଲାଉଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି । ବାଲି ଉଠାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ପୂର୍ବରୁ ଅଭିଯୋଗ ଆସୁଥିଲା । କଟକ ସଦର ପୋଲିସର ଏକ ସ୍ୱତନ୍ତ୍ର ଟିମ ଏହି ବାଲିଘାଟ ଉପରେ ଚଢାଉ କରି ଅନିୟମିତତାର ପ୍ରମାଣ ପାଇଥିବା ନେଇ ସୂଚନା ମିଳିଛି ।

publive-image
କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ କମିସନରେଟ ପୁଲିସର ପକ୍ଷରୁ ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ୪ଟି ଟ୍ରାକ୍ଟର ଜବତ କରାଯାଇଥିବାବେଳେ ୧୧ ଜଣଙ୍କୁ ଅଟକ ରଖିଛି ପୁଲିସ। ଉକ୍ତ ଅଟକ ବ୍ୟକ୍ତିଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛି। ଏହି ଘାଟରେ ବାଲି ଚାଲାଣ ସମୟରେ ବ୍ୟାପକ ଅନିୟମିତତା ହୋଇଆସୁଥିବା ନେଇ ପୁର୍ବରୁ ଅଭିଯୋଗ ଆସିଥିବାବେଳେ ଆଜି କମିସନରେଟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ ସଦର ପୁଲିସର ଏକ ସ୍ବତନ୍ତ୍ର ଟିମ ଏହି ବାଲିଘାଟ ଉପରେ ଚଢ଼ାଉ କରି ଅନିୟମିତତାର ପ୍ରମାଣ ପାଇଥିବା ନେଇ ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe