ଦୁଷ୍କର୍ମ ଉଦ୍ୟମ କରି କଟକରେ ଗିରଫ ହେଲେ ଗଣିତ ଶିକ୍ଷକ : ପରୀକ୍ଷା ନାଁରେ ଛାତ୍ରୀଙ୍କୁ ହୋଟେଲକୁ ଡାକି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଦୁଷ୍କର୍ମ ଉଦ୍ୟମ କରି କଟକରେ ଗିରଫ ହେଲେ ଗଣିତ ଶିକ୍ଷକ : ପରୀକ୍ଷା ନାଁରେ ଛାତ୍ରୀଙ୍କୁ ହୋଟେଲକୁ ଡାକି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

କନକ ବ୍ୟୁରୋ : କଟକର ଜଣେ ଛାତ୍ରୀଙ୍କୁ, ଗଣିତ ଶିକ୍ଷକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରୀକ୍ଷା ନାଁରେ ସଂପୃକ୍ତ ଶିକ୍ଷକ, ଛାତ୍ରୀଙ୍କୁ ହୋଟେଲକୁ ଡାକି ଏଭଳି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ । ମଧୁପାଟଣା ଥାନାରେ ଏହି ଏତଲା ଦିଆଯାଇଛି । ଏତଲା ପରେ ଗଣିତ ଶିକ୍ଷକଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe