କନକ ବ୍ୟୁରୋ: ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ପୂର୍ବ ସରକାରଙ୍କୁ ଘେରିଲେ କଟକ ସାଂସଦ । ନିଶ୍ଚିନ୍ତକୋଇଲିରେ ଆୟୋଜିତ ଏକ କାର୍ୟ୍ୟକ୍ରମକୁ ସମ୍ୱୋଧିତ କରି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ଅଛି ବୋଲି କହିଛନ୍ତି । ସମସ୍ତଙ୍କୁ ଜେଲରେ ପଠାଇଲେ ଜେଲର କଠୋରୀ ଅଭାବ ପଡିବ । ଅଳିଆ ହଟାଇବାକୁ ପଡିବ । ତେଣୁ ଆସନ୍ତା ବଜଟେର ଜେଲ ବିଭାଗ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ ଆବଶ୍ୟକତା ଅଛି ବୋଲି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ।
ଏହାବ୍ୟତୀତ ଆମଓଡିଶା ନନୀନ ଓଡ଼ିଶା, ଫାଇଭ –ଟି ଯୋଜନାରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନେବା ଉପରେ ଜୋର ଦେଇଛନ୍ତି ବିଜେପି ସାଂସଦ ଭର୍ତ୍ତୃହରି ମହତାବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/25-8.jpg)