ଜାଇକା ନେବ ଜୀବନ, ପିଇବା ପାଣି ହେଉଛି ଦୂଷିତ : କଟକରେ ସାଂଘାତିକ ହେଲାଣି ଜଣ୍ଡିସ

33

କନକ ବ୍ୟୁରୋ : ଅଣାୟତ ଏବେ କଟକ ତୁଳସୀପୁର ଅଂଚଳରେ ଜଣ୍ଡିସ । ଦୂଷିତ ପାଣି ପିଇବା ଫଳରେ ରୋଗ ତାର କାୟା ବଢାଇ ଚାଲିଛି । ତାସହ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଜଣ୍ଡିସକୁ ନେଇ ସରଗରମ ହୋଇଛି ସହରର ରାଜନୀତି ।

ଜଣ୍ଡିସ ପ୍ରଭାବିତ ଅଂଚଳ ବୁଲି ଦେଖିଛି ବିଜେପିର ପ୍ରତିନିଧି ଦଳ । ଅନ୍ୟପଟେ ଲୋକଙ୍କ ଅସୁବିଧା ବେଳେ ବିଜେପି ରାଜନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।