କନକ ବ୍ୟୁରୋ : ଅଣାୟତ ଏବେ କଟକ ତୁଳସୀପୁର ଅଂଚଳରେ ଜଣ୍ଡିସ । ଦୂଷିତ ପାଣି ପିଇବା ଫଳରେ ରୋଗ ତାର କାୟା ବଢାଇ ଚାଲିଛି । ତାସହ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଜଣ୍ଡିସକୁ ନେଇ ସରଗରମ ହୋଇଛି ସହରର ରାଜନୀତି ।
ଜଣ୍ଡିସ ପ୍ରଭାବିତ ଅଂଚଳ ବୁଲି ଦେଖିଛି ବିଜେପିର ପ୍ରତିନିଧି ଦଳ । ଅନ୍ୟପଟେ ଲୋକଙ୍କ ଅସୁବିଧା ବେଳେ ବିଜେପି ରାଜନୀତି କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-01-09h25m56s852.png)