ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ : ସକାଳ ୮ରୁ ୬ଟି ବୁଥରେ ଚାଲିଛି ମତଦାନ

Advertisment
ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ : ସକାଳ ୮ରୁ ୬ଟି ବୁଥରେ ଚାଲିଛି ମତଦାନ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡ ଉପନିର୍ବାଚନରେ ଚାଲିଛି ମତଦାନ । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମୋଟ ୬ ହଜାର ୬୦୪ ଜଣ ଭୋଟର ମତଦାନ କରିବେ । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଓ ଜଣେ ପୋଲିଂ ଅଫିସର ସମେତ ୨୪ ଜଣ ଅଧିକାରୀ ନିର୍ବାଚନ ପରିଚାଳନା କରୁଛନ୍ତି । ମତଦାନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ କରାଯାଇଛି ।ଏହି ଉପନିର୍ବାଚନରେ ମୋଟ ୪ଜଣ ପ୍ରାର୍ଥ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe